fbpx

ଭିଜିଲାନ୍ସ ଜାଲରେ ଫସିଲେ ସିଡିପିଓ

ଭବାନୀପାଟଣା(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ସିଡିପିଓ । ଲାଞ୍ଚ ନେବାବେଳେ ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥଙ୍କୁ ଧରିଛି ଭିଜିଲାନ୍ସ । ଅଙ୍ଗନାବାଡ଼ି କର୍ମୀ ଚୟନ ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି । ଘଟଣାକୁ ନେଇ ପୁଷ୍ପାଞ୍ଜଳିଙ୍କ ଭବାନୀପାଟଣା ବଡ଼ପଡ଼ା ସ୍ଥିତ ବାସଭବନରେ ଚଢ଼ାଉ ହୋଇଛି ।

Get real time updates directly on you device, subscribe now.