ଓଡ଼ିଶା ଭାସ୍କର: ଶନିବାର ଦିନ ହନୁମାନ ଏବଂ ଶନି ଦେବଙ୍କୁ ପୂଜା କରାଯାଇଥାଏ। କୁହାଯାଏ ଶନି ଦେବ ନ୍ୟାୟର ଦେବତା ।ସେ ସର୍ବ ଦୁଃଖ ଦୂର କରନ୍ତି। ହେଲେ ଅନ୍ୟାୟକୁ ସହ୍ୟ କରିପାରନ୍ତିନି।
ଏପରି କୁହାଯାଏ ଯେ, ଶନି ଦେବଙ୍କ କୋପ ଯାହା ଉପରେ ପଡେ ତାକୁ ନର୍କରେ ସ୍ଥାନ ମିଳିନଥାଏ। ତେବେ ଆଜି ଶନିବାର ଦିନ ଶନି ଅଷ୍ଟୋତ୍ତର ଶତ ନାମ ସ୍ତୋତ୍ରମ୍ ଜପ କରନ୍ତୁ। ଏହା କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୋଇଥାନ୍ତି। ଆସନ୍ତୁ ଜାଣିବା ସେହି ମନ୍ତ୍ରଟି କ’ଣ..
ଶନି ଅଷ୍ଟୋତ୍ତର ଶତ ନାମ ସ୍ତୋତ୍ରମ୍:
ଶନୈଶ୍ଚରାୟ ଶାଂତାୟ ସର୍ଵାଭୀଷ୍ଟପ୍ରଦାୟିନେ ଶରଣ୍ୟାୟ ଵରେଣ୍ୟାୟ ସର୍ଵେଶାୟ ନମୋ ନମଃ ॥1॥
ସୌମ୍ୟାୟ ସୁରଵଂଦ୍ୟାୟ ସୁରଲୋକଵିହାରିଣେ ସୁଖାସନୋପଵିଷ୍ଟାୟ ସୁଂଦରାୟ ନମୋ ନମଃ ॥ 2 ॥
ଘନାୟ ଘନରୂପାୟ ଘନାଭରଣଧାରିଣେ ଘନସାରଵିଲେପାୟ ଖଦ୍ୟୋତାୟ ନମୋ ନମଃ ॥ 3 ॥
ମଂଦାୟ ମଂଦଚେଷ୍ଟାୟ ମହନୀୟଗୁଣାତ୍ମନେ ମର୍ତ୍ୟପାଵନପାଦାୟ ମହେଶାୟ ନମୋ ନମଃ ॥ 4 ॥
ଛାୟାପୁତ୍ରାୟ ଶର୍ଵାୟ ଶରତୂଣୀରଧାରିଣେ ଚରସ୍ଥିରସ୍ଵଭାଵାୟ ଚଂଚଲାୟ ନମୋ ନମଃ ॥ 5 ॥
ନୀଲଵର୍ଣାୟ ନିତ୍ୟାୟ ନୀଲାଂଜନନିଭାୟ ଚ ନୀଲାଂବରଵିଭୂଷାୟ ନିଶ୍ଚଲାୟ ନମୋ ନମଃ ॥ 6 ॥
ଵେଦ୍ୟାୟ ଵିଧିରୂପାୟ ଵିରୋଧାଧାରଭୂମୟେ ଵେଦାସ୍ପଦସ୍ଵଭାଵାୟ ଵଜ୍ରଦେହାୟ ତେ ନମଃ ॥ 7 ॥
ଵୈରାଗ୍ୟଦାୟ ଵୀରାୟ ଵୀତରୋଗଭୟାୟ ଚ ଵିପତ୍ପରଂପରେଶାୟ ଵିଶ୍ଵଵଂଦ୍ୟାୟ ତେ ନମଃ ॥ 8 ॥
ଗୃଧ୍ନଵାହାୟ ଗୂଢାୟ କୂର୍ମାଂଗାୟ କୁରୂପିଣେ କୁତ୍ସିତାୟ ଗୁଣାଢ୍ୟାୟ ଗୋଚରାୟ ନମୋ ନମଃ ॥ 9 ॥
ଅଵିଦ୍ୟାମୂଲନାଶାୟ ଵିଦ୍ୟାଽଵିଦ୍ୟାସ୍ଵରୂପିଣେ ଆୟୁଷ୍ୟକାରଣାୟାଽପଦୁଦ୍ଧର୍ତ୍ରେ ଚ ନମୋ ନମଃ ॥ 10 ॥
ଵିଷ୍ଣୁଭକ୍ତାୟ ଵଶିନେ ଵିଵିଧାଗମଵେଦିନେ ଵିଧିସ୍ତୁତ୍ୟାୟ ଵଂଦ୍ୟାୟ ଵିରୂପାକ୍ଷାୟ ତେ ନମଃ ॥ 11 ॥
ଵରିଷ୍ଠାୟ ଗରିଷ୍ଠାୟ ଵଜ୍ରାଂକୁଶଧରାୟ ଚ ଵରଦାଭୟହସ୍ତାୟ ଵାମନାୟ ନମୋ ନମଃ ॥ 12 ॥
ଜ୍ୟେଷ୍ଠାପତ୍ନୀସମେତାୟ ଶ୍ରେଷ୍ଠାୟ ମିତଭାଷିଣେ କଷ୍ଟୌଘନାଶକାର୍ୟାୟ ପୁଷ୍ଟିଦାୟ ନମୋ ନମଃ ॥ 13 ॥
ସ୍ତୁତ୍ୟାୟ ସ୍ତୋତ୍ରଗମ୍ୟାୟ ଭକ୍ତିଵଶ୍ୟାୟ ଭାନଵେ ଭାନୁପୁତ୍ରାୟ ଭଵ୍ୟାୟ ପାଵନାୟ ନମୋ ନମଃ ॥ 14 ॥
ଧନୁର୍ମଂଡଲସଂସ୍ଥାୟ ଧନଦାୟ ଧନୁଷ୍ମତେ ତନୁପ୍ରକାଶଦେହାୟ ତାମସାୟ ନମୋ ନମଃ ॥ 15 ॥
ଅଶେଷଜନଵଂଦ୍ୟାୟ ଵିଶେଷଫଲଦାୟିନେ ଵଶୀକୃତଜନେଶାୟ ପଶୂନାଂପତୟେ ନମଃ ॥ 16 ॥
ଖେଚରାୟ ଖଗେଶାୟ ଘନନୀଲାଂବରାୟ ଚ କାଠିନ୍ୟମାନସାୟାଽର୍ୟଗଣସ୍ତୁତ୍ୟାୟ ତେ ନମଃ ॥ 17 ॥
ନୀଲଚ୍ଛତ୍ରାୟ ନିତ୍ୟାୟ ନିର୍ଗୁଣାୟ ଗୁଣାତ୍ମନେ ନିରାମୟାୟ ନିଂଦ୍ୟାୟ ଵଂଦନୀୟାୟ ତେ ନମଃ ॥18॥
ଧୀରାୟ ଦିଵ୍ୟଦେହାୟ ଦୀନାର୍ତିହରଣାୟ ଚ ଦୈନ୍ୟନାଶକରାୟାଽର୍ୟଜନଗଣ୍ୟାୟ ତେ ନମଃ ॥19॥
କ୍ରୂରାୟ କ୍ରୂରଚେଷ୍ଟାୟ କାମକ୍ରୋଧକରାୟ ଚ କଳତ୍ରପୁତ୍ରଶତ୍ରୁତ୍ଵକାରଣାୟ ନମୋ ନମଃ ॥ 20 ॥
ପରିପୋଷିତଭକ୍ତାୟ ପରଭୀତିହରାୟ ଚ ଭକ୍ତସଂଘମନୋଽଭୀଷ୍ଟଫଲଦାୟ ନମୋ ନମଃ ॥ 21 ॥