fbpx

ଆସନ୍ତା ୧୨ରେ ଛତିଶା ନିଯୋଗ ବୈଠକ

ପୁରୀ, ୧୦ା୧୨ (ଓଡିଶା ଭାସ୍କର): ଆସନ୍ତା ୧୨ ତାରିଖ ଦିନ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ । ତେବେ ମଧ୍ୟାହ୍ନ ୧୨ଟା ସମୟରେ ନିଳାଦ୍ରି ଭକ୍ତ ନିବାସରେ ବୈଠକ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି । । ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ । ଏହାସହ ପହିଲି ଭୋଗ ନୀତି, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ହେବ ।ଏନେଇ ସମସ୍ତ ନିଯୋଗର କର୍ମକର୍ତ୍ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚିଠି ଦିଆଯାଇଛି ।

Get real time updates directly on you device, subscribe now.