fbpx
BSKY
BJD MC SKY
BJD MS SKY

ପ୍ରାଇଭେଟ ଚାକିରିଆ ଙ୍କୁ ସରକାରଙ୍କ ଝଟକା , ଆସନ୍ତା ଆର୍ଥିକ ବର୍ଷରୁ କମିବ ଟେକହୋମ ସାଲାରି !

ଘରୋଇ କର୍ମଚାରୀ ଙ୍କ ପାଇଁ ସରକାର ନୂତନ ନିୟମ ଆଣିଛନ୍ତ । ଏହା ଫଳ ରେ ଘରୋଇ କର୍ମଚାରୀଙ୍କ ଟେକହୋମ ସାଲାରି କମିଯିବ । ଘରୋଇ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ ପାରିଶ୍ରମିକ ନିୟମରେ କେତେକ ପରିବର୍ତନ କରିଛନ୍ତି କେନ୍ଦ୍ର ସରକାର । ଏହା ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୧ ଏପ୍ରିଲରୁ କାର୍ଯ୍ୟକାରୀ ହେବ ।
କର୍ମଚାରୀଙ୍କୁ ମିଳୁଥିବା ଆଲାଉନ୍ସ ବା ଅନ୍ୟାନ୍ୟ ସୁବିଧା ବାବଦ ଅର୍ଥ, ମୂଳ ଦରମାର ୫୦ ପ୍ରତିଶତରୁ ଅଧିକ ହେବନାହିଁ । ଅର୍ଥାତ କର୍ମଚାରୀଙ୍କ ବେସିକ ସାଲାରୀ ବା ମୂଳ ଦରମା ୫୦ ପ୍ରତିଶତ ରହିବା ବାଧ୍ୟତାମୂଳକ । ତେଣୁ କମ୍ପାନିଗୁଡିକ ମୂଳ ଦରମାକୁ ବଢାଇବା ପାଇଁ ବାଧ୍ୟ ହେବେ । ଏପରି ହେଲେ ଗ୍ରାଚୁଇଟି କିମ୍ବା ପ୍ରୋଭିଡେଂଟ ଫଣ୍ଡ ବାବଦକୁ କର୍ମଚାରୀମାଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଫଳରେ କର୍ମଚାରୀଙ୍କ ଟେକ ହୋମ ସାଲାରି ଅର୍ଥାତ ଘରକୁ ନେଉଥିବା ଟଙ୍କା କମିଯିବ ।

Get real time updates directly on you device, subscribe now.