fbpx
BSKY
BJD MS SKY
BJD YOUTH SKY

ଲକଡାଉନରେ ବନ୍ଦ ରହିବ ସିଟି ବସ୍

ଭୁବନେଶ୍ୱର,୧୭ ।୭(ଓଡିଶା ଭାସ୍କର): ଲକଡାଉନ ସମୟରେ ବନ୍ଦ ରହିବ ସିଟି ବସ୍ ସେବା । ଜୁଲାଇ ୩୧ ଯାଏଁ ସିଟି ବସ୍ ବନ୍ଦ ରହିବ ବୋଲି ଜଣାପଡିଛି । କେବଳ ବିମାନ ଓ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଯାତାୟତ ସୁବିଧା ରହିବ ।

ଅନ୍ୟପଟେ ଆଜିଠାରୁ ୪ ଜିଲ୍ଲା ସହ ରାଉଲକେଲାରେ ଲକଡାଉନ୍ କଟକଣା ଲାଗୁ ହୋଇଥିବାରୁ ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି । କଟକଣା ଲାଗୁ ହେବାରୁ ଗାଡି ଚଳାଚଳ ହେବନି ବୋଲି ଗାଡିମାଲିକ କହିଛନ୍ତି । ରାଜ୍ୟରେ ଜୁଲାଇ ୩୧ ଯାଏଁ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.