fbpx

ବିପିୟୁଟି ଅନଲାଇନ୍ ପରୀକ୍ଷା ବନ୍ଦ

ରାଉରକେଲା,୧୭ ।୭(ଓଡିଶା ଭାସ୍କର): ଅଧାରୁ ବନ୍ଦ ହୋଇଛି ବିପିୟୁଟି ଅନଲାଇନ୍ ପରୀକ୍ଷା ଫଳ । ଲକଡାଉନ କଟକଣା ଯୋଗୁଁ ଜୁଲାଇ ୩୧ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି । ପରୀକ୍ଷାର ନୂଆ ତାରିଖ ଜୁଲାଇ ୩୧ ପରେ ସ୍ଥିର କରାଯିବ । ପରୀକ୍ଷା ବନ୍ଦ ନେଇ ବିପିୟୁଟି କୁଳପତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.