fbpx

ଗଞ୍ଜେଇ ମାଫିଆଙ୍କୁ ସହଯୋଗ ପଡିଲା ମହଙ୍ଗା: ASI ଗିରଫ

ମାଲକାନଗିରି(ଓଡ଼ିଶା ଭାସ୍କର): ୪୨୦ କିଲେ ଗଞ୍ଜେଇ ଚାଲାଣ ଘଟଣାରେ ଗିରଫ ହୋଇଛନ୍ତି ଏଏସଆଇ । ମାଲକାନଗିରି ମାଥିଲି ଥାନା ଅଧିନ କର୍ତ୍ତନପାଲ୍ଲୀରେ କାର୍ଯ୍ୟରତ ଏଏସଆଇ ଜୟଦାଶ ଖରା ଗିରଫ ହୋଇଥିବା ଜଣାପଡିଛି । ଏଏସଆଇ ଜୟଦାଶ ଖରା ସହ ଆଉ ୩ ଗଞ୍ଜେଇ ମାଫିଆ ବି ଗିରଫ ହୋଇଥିବା ସୂଚନା ମିଳିଛି । ପଡୋଶୀ ରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ ମାଫିଆଙ୍କୁ ସହଯୋଗ କରୁଥିବା ନେଇ ଏଏସଆଇଙ୍କ ବିରୋଧରେ ଅଭିଯୋଗ ହୋଇଛି ।

Get real time updates directly on you device, subscribe now.