fbpx

ସ୍ୱିମିଂ ପୁଲରେ ବୁଡ଼ି କଲେଜ ଛାତ୍ରଙ୍କ ମୃତ୍ୟୁ: ଚାଲିଥିଲା ଏନସିସି ସୁଇମିଂ ଟ୍ରେନିଂ

କଟକ: ସ୍ୱିମିଂ ପୁଲରେ ବୁଡ଼ି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ । କଟକର ଏକ ସ୍ୱିମିଂ ପୁଲରେ ଏନସିସି ସୁଇମିଂ ଟ୍ରେନିଂ ଚାଲିଥିବା ବେଳେ ଜଣେ ଛାତ୍ର ବୁଡ଼ିଯାଇ ମୃତ୍ୟୁ ହୋଇଥିବା ନେଇ ଖବର ଆସିଛି ।

ମୃତକ ସିଟି କଲେଜ +୩ ଦ୍ୱିତୀୟ ବର୍ଷର ଛାତ୍ର  । ତେବେ ଟ୍ରେନର ଥିବା ସତ୍ତେ୍ୱ କେଉଁଭଳି ଅବସ୍ଥାରେ ମୃତ୍ୟୁ ଘଟିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.