fbpx

ଏଣିକି ହ୍ୱାଟ୍ସଆପରେ ହେବ ଅଭିଯୋଗ ଶୁଣାଣି

କଟକ,୨୬ ।୭(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ସବୁକିଛି ଠପ୍ ହୋଇପଡିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଡିସିପି ଏକ ହ୍ୱାଟ୍ସଆପ ନମ୍ବର ଜାରି କରିଛନ୍ତିି । ସେହି ହ୍ୱାଟ୍ସଆପ୍ ନମ୍ବର ହେଉଛି-୮୭୬୩୦୬୮୧୬୭ । ଏହି ନମ୍ବର ମାଧ୍ୟମରେ ନାଗରିକମାନେ ନିଗର ସମସ୍ୟା ଜଣାଇପାରିବେ । ଏଣିକି ହ୍ୱାଟ୍ସଆପ ଜରିଆରେ ଅଭିଯୋଗ ଶୁଣିବେ କଟକ ଡିସିପି ପ୍ରତୀକ ସିଂହ ।

Get real time updates directly on you device, subscribe now.