fbpx

୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୨୦ ।୧(ଓଡିଶା ଭାସ୍କର): ଜଙ୍ଗଲ ବିଭାଗର ୨ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । କର୍ତ୍ତବ୍ୟରେ ଅବହେଳା ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ ଜଣଙ୍କୁ ଅବସର ଦିଆଯାଇଛି । କୁଲଡିହା ରେଞ୍ଜ ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ ପ୍ରଧାନଙ୍କୁ ଅବସର ଦିଆଯାଇଛି । ସେହିପରି ବିଶ୍ରା ରେଞ୍ଜର ଫରେଷ୍ଠର ଭରତ କୁମାର ଘଡେଇଙ୍କୁ ଅବସର ଦିଆଯାଇଛି । ଜଙ୍ଗଲ ଓ ପରିଶର ବିଭାଗ ଚାକିରିରୁ ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Get real time updates directly on you device, subscribe now.