fbpx
BJD SKY
BJD SKY

ଦେଶରେ ଦିନକରେ ୩,୮୪୭ ଜୀବନ ନେଲା କରୋନା

BJD

ନୂଆଦିଲ୍ଲୀ: ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୩୫କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଇଛି ୩,୮୪୭ ଜଣଙ୍କ ଜୀବନ । ଦେଶରେ ଦିନକରେ ୨ ଲକ୍ଷ ୧୧ ହଜାର ୨୯୮ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଏହି କ୍ରମରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ କୋଟି ୭୩ ଲକ୍ଷ ୬୯ ହଜାର ୯୩କୁ ବୃଦ୍ଧି ପାଇଛି । ମୋଟ ଆକ୍ଟିଭ କେସ୍- ୨୪,୧୯,୯୦୭ ଥିବା ବେଳେ ୨,୪୬,୩୩,୯୫୧ ଜଣ ସୁସ୍ଥ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.