fbpx

ବିଦ୍ୟୁତ ଆଘାତରେ ଦମ୍ପତି ମୃତ

ଅନୁଗୁଳ,୧୨ ।୨(ଓଡିଶା ଭାସ୍କର): ଅନୁଗୁଳ କଣିହାଁ ଥାନା ସାନଜୋରଡା ଗାଁରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ବିଦ୍ୟୁତ ଆଘାତରେ ପାଞ୍ଚାଳି ସାହୁ ଓ ସ୍ୱାମୀ ଦୁଃଖବନ୍ଧୁ ସାହୁଙ୍କର ମୃତ୍ୟୁ ଘଟିଛି । ରାତିରେ ଶୋଇଥିବା ବେଳେ ବିଦ୍ୟୁତ ଆଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ସକାଳୁ ଉଭୟଙ୍କ ମୃତ ଦେହ ଘରୁ ଉଦ୍ଧାର ହୋଇଛି । ସର୍ଟ ସର୍କିଟରୁ ଫ୍ୟାନ୍ ପୋଡିଯାଇ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.