ରଜରେ ଘଟିଲା ବଡ଼ ଅଘଟଣ, ଝିଅ ଆଗରେ ମା’କୁ ଟାଣି ନେଲା କୁମ୍ଭୀର
କୋଳଡିହ ପଞ୍ଚାୟତ ଓଁଳାଡିହା ଗାଁର ମହିଳାଙ୍କୁ ଟାଣିନେଲା କୁମ୍ଭୀର ।
ଭୁବନେଶ୍ବର: ରଜରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗାଁରେ ଭୟାବହ ପରିସ୍ଥିତି ଦେଖାଯାଇଛି । ଜଣେ ମହିଳାଙ୍କୁ ଏକ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି ।
ଝିଅ ସାମ୍ନାରେ ମାଆକୁ ଟାଣି ନେଇଗଲା- ଆଳିରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଝିଅ ଆଗରେ ମା’କୁ ଟାଣି ନେଲା କୁମ୍ଭୀର ।
କୋଳଡିହ ପଞ୍ଚାୟତ ଓଁଳାଡିହା ଗାଁର ମହିଳାଙ୍କୁ ଟାଣିନେଲା । ଖରସ୍ରୋତାକୁ ସଂଯୋଗ କରୁଥିବା ପାନିଆଯୋରରୁ ଟାଣି ନେଇଥିବା ନେଇ ଜଣାପଡ଼ିଛି ।
ଏନେଇ ଝିଅ ଘରେ ଜଣାଇବା ପରେ ଗ୍ରାମବାସୀ ଭୟଭୀତ ହେବା ସହିତ ଏକଜୁଟ ହୋଇ ଖୋଜାଖୋଜି ଆରମ୍ଭ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା