fbpx

ଦାରିଙ୍ଗବାଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସିଲ

ବାଲିଗୁଡା,୨୪/୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଦ୍ରୁତ ଗତିରେ ମାଡିଚାଲିଛି କରୋନା ମହାମାରୀ। ଏହାରି ମଧ୍ୟରେ ଦାରିଙ୍ଗବାଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି । ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସେହିପରି ସମସ୍ତ ପ୍ରବେଶପଥ ସିଲ କରାଯିବ ସହ ଦୋକାନ ବଜାର ବନ୍ଦ କରାଯାଇଛି । ଅବରୋଧ ଅଞ୍ଚଳ ଘୋଷଣା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.