fbpx

କଟକରେ ୭ ସୁଦ୍ଧା ମନ୍ଦିର ଖୋଲିବା ନିଷ୍ପତ୍ତି

କଟକ,୪ ।୧(ଓଡିଶା ଭାସ୍କର): କରୋନା ପ୍ରକୋପ କମିବା ପରେ ରାଜ୍ୟର ବନ୍ଦ ଥିବା ମନ୍ଦିରଗୁଡିକ ଧିରେ ଧିରେ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ କଟକରେ ମଧ୍ୟ ୭ ସୁଦ୍ଧା ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି । ସେ କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ୭ ସୁଦ୍ଧା ନିଷ୍ପତ୍ତି ହେବ । କୋଭିଡ ଗାଇଡଲାଇନ୍ ଅନୁଯାୟୀ ପର୍ଯ୍ୟାୟକ୍ରମେ ଖୋଲାଯିବ । ଏଥିପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ ହେବ ।’

Get real time updates directly on you device, subscribe now.