ଭୁବନେଶ୍ୱର: ରାଜ୍ୟରେ ସ୍ୱାମୀ ପରିତ୍ୟକ୍ତାଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ମାମଲାରେ ୧୧ ହଜାର ୫୯୮ ମହିଳା ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରେ ସର୍ବାଧିକ ୩ ହଜାର ୭୨୯ ମହିଳା ଚିହ୍ନଟ ହୋଇଛନ୍ତି । ଏନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲିଖିତ ଉତ୍ତର ରଖିଛନ୍ତି ।