fbpx

breaking news:ଦେବଗିରି ଶୈବପୀଠରୁ ଦୁଃଖଦ ଖବର, ମହାଦେବଙ୍କୁ ଦର୍ଶନ ପାଇଁ ଯିବାବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଭୁବନେଶ୍ୱର: ପବିତ୍ର ଶିବରାତ୍ରୀରେ ରାୟଗଡାର ଏକ ଶୈବପୀଠରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠିକାର ଦେବଗିରି ଶୈବପୀଠରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ମହାଦେବଙ୍କୁ ଦର୍ଶନ ପାଇଁ ଯିବାବେଳେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଜାଗରରେ କଲ୍ୟାଣସିଂହପୁର ଦେବଗିରି ଶୈବପୀଠରେ ଏହି ଅଘଟଣ ଘଟିଛି ।

 

Get real time updates directly on you device, subscribe now.