ଭୁବନେଶ୍ୱର: କୁବେର ଡିଏଫଓ ନିତ୍ୟାନନ୍ଦ ନାୟକ ଗିରଫ । କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫଓ ନିତ୍ୟାନନ୍ଦ ଗିରଫ ।
ଆୟଠାରୁ ୨୧୮% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ । ନିଜ ଓ ପରିବାର ଲୋକଙ୍କ ନାଁରେ ମୋଟ ୧୨୩ ପ୍ଲଟ୍ ଠାବ ।
୯ ହଜାର ବର୍ଗଫୁଟର ବହୁତଳ କୋଠା, ୨ ଫାର୍ମ ହାଉସ ମିଳିଛି । ୧୦.୨୫ ଲକ୍ଷର କ୍ୟାସ୍, ୫୦.୩୮ ଲକ୍ଷର ବ୍ୟାଙ୍କ ଜମା ।
୨ଟି ଚାରି ଚକିଆ ଓ ୨୦୦ ଗ୍ରାମ ସୁନା ଠାବ କରାଯାଇଥିଲା । ଏଥିସହ ୨୩.୮୦ ଲକ୍ଷର ଘରକରଣା ସାମଗ୍ରୀ ମିଳିଛି ।