fbpx

ପ୍ରସେସନ ସମୟରେ ଅଘଟଣ: ଲୋକଙ୍କ ଉପରେ ଓଲଟି ପଡିଲା ଡିଜେ ଗାଡି

ବାରିପଦା: ମହଙ୍ଗା ପଡିଛି ପ୍ରସେସନ ଆଉ ଡିଜେ ଗାଡିର ପ୍ରେମ । ବାରିପଦା ଅଞ୍ଚଳରେ ଉଡାପର୍ବକୁ ନେଇ ଚାଲିଥିବା ପ୍ରସେସନ ବେଳେ ଘଟିଯାଇଛି ଏକ ଅଘଟଣ । ଲୋକଙ୍କ ଉପରେ ଡିଜେ ଗାଡି ଓଲଟି ପଡିବାରୁ ଅନେ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଗାଡିରେ ଲଦା ହୋଇଥିବା ସାଉଣ୍ଡ ସିଷ୍ଟମ ଏବଂ ମାଇକ ଓଲଟି ୫ ଜଣ ଆହତ ହୋଇତିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଉଡା ପର୍ବ ପାଇଁ ପ୍ରସେସନ ଚାଲୁ ରହିଥିବା ବେଳେ ଏପରି ଏଖ ଅଘଟଣ ଘଟିଯାଇଛି । ଲୋକଙ୍କ ଉପରେ ଡିଜେ ଗାଡି ସମ୍ପୂର୍ଣ୍ଣ ଓଲଟି ପଡିଛି । ଗାଡିରେ ଲଦା ହୋଇଥିବା ସାଉଣ୍ଡ ସିଷ୍ଟମ ଏବଂ ମାଇକ ଓଲଟି ୫ ଜଣ ବ୍ୟକ୍ତି ଆହତ ହୋଇତିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଆହତ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଚିକିତ୍ସା କରାଯାଉଛି ।

Get real time updates directly on you device, subscribe now.