fbpx

ପିଲାଙ୍କୁ ମାଲିସ କରିବା ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ : ଶରୀର ଉପରେ ପଡିବ ଖରାପ ପ୍ରଭାବ

Advertisement

ଭୂବନେଶ୍ୱର : ନବଜାତ ଶୀଶୁଙ୍କର ବିକାଶ ପାଇଁ ଜେଜେମାଆ ଓ ଜେଜେବାପା ପ୍ରତ୍ୟେକ ଦିନ ସେମାନଙ୍କ ଦେହରେ ତେଲ ମାଲିସ କରାଯାଏ । ଶିଶୁଙ୍କୁ ମାଲିସ କରିବାର ଅନେକ ଫାଇଦା ରଜିଛି ବୋଲି ଆର‌୍ୟୁବେଦରେ ନବଜାତ ଶିଶୁକୁ ମାଲିସ କରିବାର ଅନେକ ଫାଇଦା କୁହାଯାଉଛି ।ଗୋଟିଏ ଭଲ ମାଲିସ ଛୁଆଙ୍କୁ ବିକାଶ ତାହା ସହିତ ଭଲ ନିଦ ଏବଂ ଭୋକକୁ ବଢାଇବାର କାମ କରି ଥାଏ । ମାଲିସ କରିବା ପାଇଁ ହେଲେ ଆପଣକୁ ଅନେକ ପ୍ରକାରର ତେଲ ମିଶାଯାଏ । ଆସନ୍ତୁ ଜାଣିବା ଶିଶୁକୁ କେଉଁ ପ୍ରକାର ମାଲିସ କରାଯିବ?
ମାଲିସ ସମୟରତ ୫ଟି ଭୂଲ

– ଛୁଆକୁ ଖୁଆଇ-ପିଆଇବା ପରେ ମାଲିସ କରିବା ଉଚିତ ନୁହେଁ । ଛୁଆଙ୍କ ମାଲିସ ସବୁ ବେଳେ ଖାଇବାର ଏକ ଘଣ୍ଟା ପରେ କରନ୍ତୁ ।

– ଛୁଆଙ୍କୁ ଉପରକୁ ମୁହଁ କରି ଶୁଆଇ ମାଲିସ କରିବା ଉଚିତ ।

– ଛୁଆଙ୍କ ମାଲିସ ଗାଧୋଇବା ପରେ କିମ୍ବା ଗାଧୋଇବା ପୂର୍ବରୁ ମାଲିସ କରିବା ଉଚିତ ନୁହେଁ ।

– ଛୁଆଙ୍କ ମାଲିସ ପାଇଁ ଏକ ସଠିକ ସମୟ ରଖନ୍ତୁ । ଆପଣଙ୍କୁ ଛୁଆଙ୍କୁ ମାଲିସ କରିବାର ଫାଇଦା ସେତେବେଳେ ପାଇବେ । ଏଭଳି କରିବା ଦ୍ୱାରା ଛୁଆଙ୍କର ଖାଇବା-ପିଇବା ଏବଂ ଶୋଇବା- ଉଠିବାର ସମୟ ଠିକ ହୋଇଯାଏ ।

– ଛୁଆଙ୍କ ମାଲିସ ସବୁ ବେଳେ ଆରାମ ଆରାମରେ କରିବା ଦରକାର । ମାଲିସର ଆରମ୍ଭ ସର୍ବ ପ୍ରଥମେ ପାଦରୁ କରିବା ଉଚିତ ।

Get real time updates directly on you device, subscribe now.