ଲୋଭୀ କୁକୁର… ବିସ୍କୁଲ ଖାଇଲା, ହାତକୁବି ଚୋବେଇ ଦେଲା; ସୋସିଆଲ ମିଡିଆରେ ବୁଲୁଛି Video

ଓଡିଶା ଭାସ୍କର:  ଯେଉଁମାନେ କୁକୁରକୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କୁ ‘କୁକୁର ପ୍ରେମୀ’ କୁହାଯାଏ  ଯେଉଁମାନେ କୁକୁରମାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ; ସେମାନେକୁକୁରଙ୍କ ପାଖ ମଡ଼େଇ ଦିଅନ୍ତିନି।

ସେମିତି କୁକୁର ଏବଂ କୁକୁରକୁ ଭଲ ପାଉଥିବା ବ୍ୟକ୍ତିଙ୍କର ଏକ ଭିଡିଓ ଭାଇରଲ ହେଉଛି;  ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତିକୁକୁରକୁ ବିସ୍କୁଟ ଖୁଆଉଛନ୍ତି । ସେ କୁକୁର ସହିତ ହାତ ମିଳାଇବାକୁ ଚେଷ୍ଟା କରନ୍ତି କିନ୍ତୁ କୁକୁର ହାତ ମିଳାଇ ଲାଞ୍ଜ ହଲାଇ ତାଙ୍କ ଚାରିପାଖରେ ଘୁରି ବୁଲୁଥାଏ।

ଏହା ପରେ, ବ୍ୟକ୍ତି ଜଣକ ତାଙ୍କୁ ବିସ୍କୁଟ ଖାଇବାକୁ ଦେବା ଆରମ୍ଭ କରନ୍ତି। କୁକୁର ମଧ୍ୟ ଖୁସିରେ ବିସ୍କୁଟ ଖାଏ। ଏହି ସମୟ ମଧ୍ୟରେ, ବ୍ୟକ୍ତି ଜଣକ କୁକୁରର ମୁଣ୍ଡକୁ ହାତ ମାରିଲା ବେଳକୁ କୁକୁରଟି ତାଙ୍କ ହାତ କମିଡି ଦେଲା । ଏହି କାରଣରୁ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

@sankii_memer ନାମକ ଏକ ଆକାଉଣ୍ଟରୁ X ପ୍ଲାଟଫର୍ମରେ ପୋଷ୍ଟ କରାଯାଇଛି। ବର୍ତମାନ ସୁଦ୍ଧା ଭିଡିଓଟିକୁ 27 ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି। ଭିଡିଓଟି ଦେଖିବା ପରେ,ଅନେକ ୟୁଜର ବହୁତଗୁଡିଅ କାମେଣ୍ଟ ଦେଇଛନ୍ତି ।