fbpx

ଭୁବନେଶ୍ୱରରେ ଡବଲ ମର୍ଡର; ସ୍ତ୍ରୀ ପୁଅକୁ ହତ୍ୟା କରି ସ୍ୱାମୀ ଫେରାର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ଘଟିଯାଇଛି ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ । ରାଜଧାନୀର ତମାଣ୍ଡୋ ଠାରେ ଘଟିଛି ଡବଲ ମର୍ଡର । ତମାଣ୍ଡୋର କଳିଙ୍ଗ ନଗରରେ ଏହି ବର୍ବର କାଣ୍ଡ ଘଟିଛି । ଘଟଣା ସ୍ଥଳରୁ ସ୍ତ୍ରୀ ଓ ୧୦ ବର୍ଷର ପୁଅକୁ ହତ୍ୟା କରାଯାଇଛି ।

ସ୍ୱାମୀ ଫେରାର ଥିବାରୁ ଏହି ଘଟଣାରେ ସ୍ୱାମୀ ସମ୍ପୃକ୍ତ ଥିବା ଆଶଙ୍କା କରିଛି ପୋଲିସ । ଘର ମଧ୍ୟରେ ଉଭୟଙ୍କ ମୃତ ଦେହ ପଡି ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.