ଯାଜପୁର: ସଡ଼କ ଦୁର୍ଘଟଣାରେ ଡିଏସପିଙ୍କ ମୃତ୍ୟୁ । କାର- ଟ୍ରକ୍ ଦୁର୍ଘଟଣାରେ ଡିଏସପି ବଳରାମ ନାୟକଙ୍କ ମୃତ୍ୟୁ ।
ପାଣିକୋଇଲି ଥାନା କୃପାଳୁ ରାଇସ୍ ମିଲ୍ ନିକଟରେ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟ୍ରକ୍; ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ।
ମୃତକଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟରତ ଡିଏସପି । ଡିଏସପି ବଳରାମ ନାୟକ କେନ୍ଦୁଝର ଘଟଗାଁ ଘଣକୁ ଫେରୁଥିଲେ ।