ଭୁବନେଶ୍ୱର: ରାଜ୍ୟରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି । ରାଜ୍ୟରେ ବ୍ୟାପୁଥିବା ହଇଜା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା କୁହାଯାଉଛି ।
ସାମ୍ନାକୁ ଆସିଲା ହଇଜା ପଛର ସତ । ହଇଜା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ସୂଚନା ।
ଇ-କୋଲାଇ ବ୍ୟାକ୍ଟେରିଆ ୦୧୫୭:ଏଚ୭ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ନମୁନା ପରୀକ୍ଷା ପରେ ସ୍ପଷ୍ଟ ହେଉଛି ଏହାର କାରଣ ।
ଝାଡ଼ା-ବାନ୍ତି ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା ସତର୍କ କଲେ ଚିକିତ୍ସା ବିଶେଷଜ୍ଞ ।