fbpx

ସଫଳତାର ସହ ଲକ୍ଷ୍ୟ ଭେଦକଲା ପୃଥିବୀ-୨

ଭୁବନେଶ୍ୱର: ଚାନ୍ଦିପୁରର ୩ ନଂ ଲଞ୍ଚପ୍ୟାଡ୍‌ରୁ ପୃଥ୍ବୀ-୨ କ୍ଷେପଣାସ୍ତ୍ର ସଫଳ ଭାବରେ ପରୀକ୍ଷଣ କରାଯାଇଛି । ଅବଦୁଲ୍‌ କଲାମ ଦ୍ୱୀପରୁ ଅପରାହ୍ନ ୪ଟା ୧୫ ମିନିଟ୍‌ରେ ପରୀକ୍ଷଣ ହୋଇଛି । ଏହି କ୍ଷେରଣାସ୍ତ୍ରଟି ଟି ୨୩୦କିଲୋମିଟର ପର୍ଯ୍ୟନ୍ତନ ଲକ୍ଷଭେଦ କରି ପହଞ୍ଚି ପାରିବ । ପୃଥିବୀ-୨ କ୍ଷେପଣାସ୍ତ୍ରଟି ନିଜର ଲକ୍ଷ୍ୟଭେଦ କରି ସଫତାରେ ପହଞ୍ଚି ସାରିଛି ।

Get real time updates directly on you device, subscribe now.