fbpx
BSKY
BJD MS SKY
BJD YOUTH SKY

ନେପାଳରେ ଭୂକମ୍ପର ଝଟକା, ଜାଣନ୍ତୁ ରିକ୍ଟର ସ୍କେଲରେ କେତେ ଥିଲା ତୀବ୍ରତା

କାଠମାଣ୍ଡୁ : ନେପାଳରେ ପୁଣିଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ମପା ଯାଇଛି । ଏହା ନେପାଳରେ ସନ୍ଧ୍ୟାଂ ୫ ଟା୧୮ରେ ଅନୁଭୂତ ହୋଇଥିଲା । ରାଷ୍ଟ୍ରିୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛନ୍ତି । ଏହା ଛଡା ନେପାଳରେ ଆଜି ସକାଳୁ ଭୂକମ୍ପ ଆସିଥିଲା । ତେବେ ଏହି ଭୂକମ୍ପରେ କୌଣସି ପ୍ରକାର କ୍ଷୟ କ୍ଷତି ହୋଇ ଥିବା ସୂଚନା ମିଳିନାହିଁ । ୧୬ ଅକ୍ଟୋବରରେ ମଧ୍ୟ ନେପାଳର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା ।

Get real time updates directly on you device, subscribe now.