fbpx

Breaking: କାରଗିଲ୍‌ରେ ପୁଣି କମ୍ପିଲା ଧରିତ୍ରୀ, ଭୀଷଣ ଭୂକମ୍ପ ଝଟକାରେ ଥରିଲେ ଲୋକେ

ନୂଆଦିଲ୍ଲୀ:  କାରଗିଲ୍‌ରେ ସୋମବାର ପୁଣି କମ୍ପି ଉଠିଛି ଧରିତ୍ରୀ । ଏଠାରେ ଆଜି ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି । ଏହାର ପ୍ରଭାବ ଉତ୍ତରଭାରତ ଓ ପାକିସ୍ତାନର କିଛି ଭାଗରେ ମଧ୍ୟ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସମୋଲଜି କହିଛି ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ଥିଲା ୫.୫ । ଏହି ଭୂକମ୍ପ ଭାରତୀୟ ସମୟ ୩ଟା ୪୮ ମିନିଟ୍‌ରେ ଅନୁଭୂତ ହୋଇଥିଲା ।

Get real time updates directly on you device, subscribe now.