ଚୁଟକିରେ ଚମତ୍କାର, ଘରେ ଥିଲେ ଏ ଜିନିଷ, ମୂଷା କୁହେ, ‘ଏରୁଣ୍ଡିବନ୍ଧ ମାଡ଼ି କାହିଁ ମରିବାକୁ ଯିବି’…

ମୂଷା ଘରେ ରହିଲେ ପିଲାଙ୍କୁ ଅନେକ ପ୍ରକାରର ରୋଗ ହୋଇଥାଏ ।

ଓଡ଼ିଶା ଭାସ୍କର: ନକରାତ୍ମକତା ଓ ଅଜ୍ଞାନ ଶକ୍ତିର ପ୍ରତୀକ ଭାବରେ ମୂଷାକୁ ବିବେଚନା କରାଯାଇଥାଏ । ଯେଉଁ ଘରେ ମୂଷା ଥାଏ ସେହି ଘରେ ଥିବା ଲୋକ ମାନଙ୍କର ଭୌତିକ ବିକାଶ ଠିକ ଭାବେ ହୋଇପାରେ ନାହିଁ । ମୂଷା ଘରେ ଦାରିଦ୍ର୍ଯତାକୁ ଜନ୍ମ ଦେଇଥାନ୍ତି । ଯାହା କାରଣରୁ ଘରେ ଅନେକ ପ୍ରକାରର ରୋଗ ଆସିଥାଏ । ମୂଷା ଘରର ଖାଦ୍ଯ ଓ ଜିନିଷ ମଧ୍ୟ ନଷ୍ଟ କରି ଦେଇଥାନ୍ତି ।

How to Get Rid of Mice With Strategies From Experts

ମୂଷା ଘରେ ରହିଲେ ପିଲାଙ୍କୁ ଅନେକ ପ୍ରକାରର ରୋଗ ହୋଇଥାଏ । ପ୍ରାୟତଃ ଲୋକେ ମୂଷାକୁ ଘରୁ ବାହାର କରିବା ପାଇଁ ଭିନ୍ନ ଭିନ୍ନ ଉପାୟ କରିଥାନ୍ତି । ଆଜି ଆମେ ଜାଣିବା ଘରୁ କେମିତି ମୂଷା ବାହାର କରିବେ ।

Dirty' mice model human biology better | University of Minnesota

ତେବେ ମୂଷା କୁ ଘରୁ ବାହାର କରିବା ପାଇଁ ଆମେ ଆପଣଙ୍କୁ ଆୟୁର୍ବେଦିକ ଉପଚାର ବିଷୟରେ କହିବାକୁ ଯାଉଛୁ । ଏଥିରେ ବ୍ଯବହୃତ ଜିନିଷ ସହଜରେ ଆପଣଙ୍କୁ ଆପଣଙ୍କ ରୋଷେଇ ଘରୁ ମିଳିଯିବ । ଏହି ଉପଚାର ତିଆରି କରିବା ପାଇଁ ଆବଶ୍ୟକ ରହିଛି ପେପରମିଣ୍ଟ ତେଲ ।

How to keep mice out of your house - Farm and Dairy

ମୂଷା ଦୂର କରିବା ପାଇଁ ଆଉ ଗୋଟେ ଉପାୟ ହେଲା ନାଲି ଲଙ୍କାର ଗୁଣ୍ଡ । ଏହି ଉପାୟ ରେ ମୂଷା ବହୁତ ଶୀଘ୍ର ଘରୁ ବାହାରି ଯାଇଥାନ୍ତି । ଏଥିପାଇଁ ଅଳ୍ପ ଶୁଖିଲା ଅଟା ରେ କିଛି ନାଲି ଲଙ୍କାର ଗୁଣ୍ଡ କୁ ଭଲ ଭାବେ ମିଶ୍ରଣ କରନ୍ତୁ ।

How To Get Rid Of Rats & Mice In Your Home | Pestline

ଏହାକୁ ମୂଷା ରହୁଥିବା ବା ଯାଉଥିବା ଜାଗାରେ ରଖି ଦିଅନ୍ତୁ । ମୂଷା ର ନାକ ସଂବେଦନଶୀଳ ହୋଇଥାଏ । ଯେମିତି ମୂଷା ଏହି ମିଶ୍ରଣକୁ କୁ ଖାଇବାକୁ ଚେଷ୍ଟା କରିବେ ବା ପାଖକୁ ଯିବେ ସେମାନଙ୍କୁ ବିତାଡିତ କରିବ । ଆଉ ମୂଷା ଘରୁ ପଳାଇବେ ।

Tips To Get Rid Of Mice In The House

ତୃତୀୟ ଉପାୟ ହେଉଛି ତେଜପତ୍ର । ତେଜପତ୍ରକୁ ଆମେ ଖାଇବାରେ ମସାଲା ଭାବେ ବ୍ୟବହାର କରିଥାଉ । ବହୁତ କମ ଲୋକ ଜାଣିଛନ୍ତି ମୂଷା ଘରୁ ବାହାର କରିବା ପାଇଁ ତେଜପତ୍ରର ବ୍ୟବହାର କରାଯାଏ ।How to get rid of rats from your yard | The Bug Master

ଏଥିପାଇଁ 4ରୁ 5ଟି ତେଜପତ୍ର ନିଅନ୍ତୁ । ରାତିରେ ଶୋଇବା ସମୟରେ ଏହାକୁ ଜଳାଇ ରୁମର କବାଟ ଝରକା ବନ୍ଦ କରି ଦିଅନ୍ତୁ । ଏହାର ଗନ୍ଧରୁ ମୂଷା, ମଶା, ମାଛି ବାହାରିଯିବେ । ମୂଷା ଘରୁ ବାହାର କରିବାର ସହଜ ଓ ସରଳ ଉପାୟ, ଏହି 3ଟି ଉପାୟ କଲେ ଘର ଛାଡି ପଳେଇବେ ମୂଷା।

Disclaimer:ଉପରୋକ୍ତ ଆଲେଖ୍ଯ ସାଧାରଣ ସୂଚନାକୁ ଭିତ୍ତି କରି ଲିଖିତ । ଓଡ଼ିଶା ଭାସ୍କର ଏହାର କୌଣସି ପ୍ରକାରର ପୁଷ୍ଟି କରେ ନାହିଁ । ଦୈନନ୍ଦିନ ଜୀବନରେ ଏହାକୁ ଆପଣାଇବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।