ସମ୍ବଲପୁର: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡ଼ଙ୍ଗୀଙ୍କୁ ଏନକାଉଣ୍ଟର ।
କୁଚିଣ୍ଡା ରଙ୍ଗିଆଟିକ୍ରାରେ ପୋଲିସର ଏନକାଉଣ୍ଟର । ସୀତାରାମର ବାମ ଗୋଡ଼ରେ ଗୁଳି ବାଜିଥିବା ସୂଚନା ।
ଚିକିତ୍ସା ପୋଲିସ ତାକୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରିଛି ।
ସୀତାରାମକୁ ବହୁଦିନ ଦରି ପୋଲିସ ଖୋଜୁଥିବାବେଳେ ଆଜି ତାକୁ ଗିରଫ ପାଇଁ ଯାଇଥିଲା । ହେଲେ ପୋଲିସକୁ ଦେଖି ସୀତାରାମ ଗୁଳି ଚଳାଇଥିବାବେଳେ ପୋଲିସ ଏନକାଉଣ୍ଟର କରିଥିଲା । ଯେଉଁଥିରେ ସେ ଆହତ ହୋଇ ଚିକିତ୍ସିତ ହେଉଛି ।