fbpx
BJD SKY
BJD SKY

ପେଟ୍ରୋଲ ୮୪ ତ’ ଡିଜେଲ ୭୯ ଟଙ୍କା: ଜାଣନ୍ତୁ ଆପଣଙ୍କ ସହରରେ କେତେ ?

BJD

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ସାଧାରଣ ଲୋକଙ୍କ ପାଇଁ ଭଲ କଥା ହେଉଛି କି, ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେଲ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ପୁରୁଣା ମୂଲ୍ୟ ବଜାୟ ରଖିଛନ୍ତି । ଦେଶର ରାଜଧାନୀରେ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ ପାଇଁ ୯୬.୭୨ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଆସନ୍ତୁ ଜାଣିବା ଦେଶର ଅନ୍ୟ ସହରରେ ପେଟ୍ରୋଲ ଏବଂ ଡିଜେଲର ଅତ୍ୟାଧୁନିକ ମୂଲ୍ୟ କ’ଣ?

ସବୁଠାରୁ ଶସ୍ତା ପେଟ୍ରୋଲ :-
ପୋର୍ଟ ବ୍ଲେୟାର – ୮୪.୧୦ ଟଙ୍କା

ସବୁଠାରୁ ଶସ୍ତା ଡିଜେଲ :-
ପୋର୍ଟ ବ୍ଲେୟାର – ୭୯.୭୪ ଟଙ୍କା

ଦିଲ୍ଲୀ
ପେଟ୍ରୋଲ – ୯୬.୭୨ ଟଙ୍କା
ଡିଜେଲ – ୮୯.୬୨ ଟଙ୍କା
ମୁମ୍ବାଇ
ପେଟ୍ରୋଲ – ୧୦୬.୩୧ ଟଙ୍କା
ଡିଜେଲ – ୯୪.୨୭ ଟଙ୍କା

ଚେନ୍ନାଇ
ପେଟ୍ରୋଲ – ୧୦୨.୬୩ ଟଙ୍କା
ଡିଜେଲ – ୯୪.୨୪ ଟଙ୍କା

କୋଲକାତା
ପେଟ୍ରୋଲ – ୧୦୬.୦୩ ଟଙ୍କା ।
ଡିଜେଲ – ୯୨.୭୬ ଟଙ୍କା

ଲଖନଉ
ପେଟ୍ରୋଲ – ୯୬.୫୭ ଟଙ୍କା
ଡିଜେଲ – ୮୯.୭୬ ଟଙ୍କା

ପାଟନା
ପେଟ୍ରୋଲ- ୧୦୭.୨୪ ଟଙ୍କା ।
ଡିଜେଲ – ୯୪.୦୨ ଟଙ୍କା

ଭୋପାଳ
ପେଟ୍ରୋଲ – ୧୦୮.୬୫ ଟଙ୍କା
ଡିଜେଲ – ୯୩.୯୦ ଟଙ୍କା

ରାଞ୍ଚି
ପେଟ୍ରୋଲ – ୯୯.୮୪ ଟଙ୍କା
ଡିଜେଲ – ୯୪.୬୫ ଟଙ୍କା

ଜୟପୁର
ପେଟ୍ରୋଲ – ୧୦୮.୪୮ ଟଙ୍କା
ଡିଜେଲ – ୯୩.୭୨ ଟଙ୍କା

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୧୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ହୋଇଛି। ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

Get real time updates directly on you device, subscribe now.