• Likes
  • Followers
  • Subscribers
  • Followers
  • Android App
  • Sunday, September 14, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଜିଲ୍ଲାପାଳଙ୍କ ଫେକ୍ ଆକାଉଣ୍ଟ; ହ୍ବାଟ୍ସଆପରେ ମେସେଜ କରି ଟଙ୍କା ମାଗୁଛି ଦୁର୍ବୃତ୍ତ, ଜାରି ହେଲେ ସତର୍କ ସୂଚନା

ଜିଲ୍ଲାପାଳଙ୍କ ଫେକ୍ ଆକାଉଣ୍ଟ; ହ୍ବାଟ୍ସଆପରେ ମେସେଜ କରି ଟଙ୍କା ମାଗୁଛି ଦୁର୍ବୃତ୍ତ, ଜାରି ହେଲେ ସତର୍କ ସୂଚନା

ଜିଲ୍ଲାପାଳଙ୍କ ନାଁରେ ଫେକ ହ୍ବାଟ୍ସଆପ୍ । ଫେକ ଆକାଉଣ୍ଟରେ ଟଙ୍କା ମାଗୁଛନ୍ତି ସାଇବର ଠକ । ଫେକ୍ ହ୍ବାଟ୍ସଆପର ପ୍ରୋଫାଇଲରେ ଲାଗିଛି ଜିଲ୍ଲାପାଳଙ୍କ ଫଟୋ ।

By Seema Mohapatra Last updated Aug 22, 2025 at 1:01 PM
Share

ବୌଦ୍ଧ: ଜିଲ୍ଲାପାଳଙ୍କ ନାଁରେ ଫେକ ହ୍ବାଟ୍ସଆପ୍ । ଫେକ ଆକାଉଣ୍ଟରେ ଟଙ୍କା ମାଗୁଛନ୍ତି ସାଇବର ଠକ । ଫେକ୍ ହ୍ବାଟ୍ସଆପର ପ୍ରୋଫାଇଲରେ ଲାଗିଛି ଜିଲ୍ଲାପାଳଙ୍କ ଫଟୋ । ଯାହାକୁ ବ୍ୟବହାର କରି ଏକ ନମ୍ବରରୁ ଜିଲ୍ଲାର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିଛି ଠକ ।

ତେବେ ସଂପୃକ୍ତ ନମ୍ବରଟି ଜିଲ୍ଲାପାଳଙ୍କ ହୋଇନଥିବା ବେଳେ କିଛି ଅଧିକାରୀ ସନ୍ଦେହ କରି ଏନେଇ ସିଧାସଳଖ ଭାବେ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ ନିକଟରୁ ଏହି ସୂଚନା ପାଇବାପରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସମସ୍ତ ସରକାରୀ ଗ୍ରୁପରେ ସରକାରୀ ଅଧିକାରୀମାନଙ୍କୁ ଏବଂ ସୋସିଆଲ ମିଡିଆରେ ଏହିଭଳି ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ଏହି ନାମକୁ ରିପୋର୍ଟ ମାରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ବୌଦ୍ଧ ଜିଲ୍ଲାରେ ଏହା ଚତୁର୍ଥ ଥର ଜିଲ୍ଲାପାଳଙ୍କ ନାମରେ ଟଙ୍କା ମାଗିଥିବା ଭଳି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଦୁର୍ବୃତ୍ତଙ୍କୁ ଧରି ପାରିନି ପୋଲିସ ।

ଆହୁରି ପଢନ୍ତୁ

ରାୟଗଡ଼ା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ…

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ…

ଗତ ମାର୍ଚ୍ଚ ମାସରେ ପୂର୍ବତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଫଟୋ ବ୍ୟବହାର କରି ଠିକ୍ ଏହିପରି ଟଙ୍କା ମାଗୁଥିଲେ ଦୁର୍ବୃତ୍ତ । ତିନି ବର୍ଷ ପୂର୍ବେ ୨୦୨୨ ମସିହାରେ ମଧ୍ୟ ଦୁଇ ଥର ଠିକ୍ ଏହି ପରି ପୂର୍ବତନ ଜିଲ୍ଲାପାଳଙ୍କ ଫଟୋ ଲଗାଇ ବିଭିନ୍ନ ଅଧିକାରୀଙ୍କୁ ଟଙ୍କା ମଗାଯାଇଥିଲା । ସେତେବେଳେ ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସାଇବର ସେଲ୍ ରେ ଏତଲା ମଧ୍ୟ ଦେଇଥିଲେ । ହେଲେ ପୁଣି ଥରେ ଆଜି ଏଭଳି ଏକ ସମ୍ବେଦନଶୀଳ ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି ।

Share

Prev Post

ସାରା ରାତି ସ୍କୁଲ ଭିତରେ ଛାତ୍ରୀ, ବାହାର ପଟୁ ତାଲା ପକାଇଦେଲେ ସ୍କୁଲ କର୍ତ୍ତୁପକ୍ଷ

Next Post

ମାତ୍ର 11 ବର୍ଷ ବୟସରେ ନେଶନାଲ ଆୱାର୍ଡ; ପରେ ସେକ୍ସ ରାକେଟରେ ଗଲେ ଜେଲ୍, ଆଉ ଏବେ OTTରେ କରୁଛନ୍ତି ଧମାଲ, କିଏ ସେ ଅଭିନେତ୍ରୀ ?

You might also like More from author
ରାଜ୍ୟ

ରାୟଗଡ଼ା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଖୋଲାଗଲା…

Breaking News

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

Asia Cup

Women’s Asia Cup 2025: ଫାଇନାଲରେ ପହଞ୍ଚିଲା ଭାରତ, ଟାଇଟଲ ପାଇଁ ଏହି ଦଳ ସହିତ କରିବ…

ରାଜ୍ୟ

ଗର୍ଜନ ଛାଡ଼ିଲାଣି ସମୁଦ୍ର… ମାଡ଼ିଆସୁଛି ଭୟଙ୍କର ବାତ୍ୟା, ସତର୍କ ରହିବାକୁ ପାଣିପାଗ ବିଭାଗର…

Breaking News

ଟ୍ରମ୍ପଙ୍କ ନୂଆ ରଣନୀତି; NATO ରାଜି ହେଲେ ଋଷିଆ ଉପରେ ଲଗାଇବେ କଠୋର ପ୍ରତିବନ୍ଧକ

Breaking News

Bollywood Gossips: ଆଲିଆ ନୁହେଁ, ଏହି ତାରକାଙ୍କ ଫ୍ୟାନ୍ ରଣବୀର; ସେଲ୍ଫି ପାଇଁ ପଛରେ ଦୌଡ଼ିଲେ,…

Prev Next
Odisha Bhaskar

Recent Posts

ରାୟଗଡ଼ା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ…

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ…

Women’s Asia Cup 2025: ଫାଇନାଲରେ…

ଗର୍ଜନ ଛାଡ଼ିଲାଣି ସମୁଦ୍ର… ମାଡ଼ିଆସୁଛି…

IND vs PAK: ଆରମ୍ଭ ହେଲା ଘମାଘୋଟ ଲଢେଇ…

ଟ୍ରମ୍ପଙ୍କ ନୂଆ ରଣନୀତି; NATO ରାଜି ହେଲେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ରାୟଗଡ଼ା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ…

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ…

Women’s Asia Cup 2025: ଫାଇନାଲରେ…

ଗର୍ଜନ ଛାଡ଼ିଲାଣି ସମୁଦ୍ର… ମାଡ଼ିଆସୁଛି…

Prev Next 1 of 29,053
© 2025 - TK Digital All Rights Reserved.