fbpx

ଗୌରହରି ଦାସ ପାଇବେ ଶାରଳା ପୁରସ୍କାର: ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ହେବେ ପୁରସ୍କୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁଖ୍ୟାତ କଥାକାର ତଥା ଗାଳ୍ପିକ ଗୌରହରି ଦାସ ପାଇବେ ଶାରଳା ପୁରସ୍କାର । ୪୩ ତମ ଶାରଳା ପୁରସ୍କାର ପାଇବେ ଡ. ଗୌରହରି ଦାସ । ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ସମ୍ମାନ ପାଇବେ । ପୁରସ୍କାର ବାବଦକୁ ମାନପତ୍ର ସହ ୫ ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ । ଅକ୍ଟୋବର ୨୬ ତାରିଖରେ ଏକ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ସୂଚନାଯୋଗ୍ୟ, ୨୦୧୮ ରେ ପ୍ରକାଶିତ ହୋଇଥିଲା ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ।

Get real time updates directly on you device, subscribe now.