fbpx

FCIରେ ବାହାରିଲା ୫୧୪୩ଟି ପଦବୀ, ସମସ୍ତ ରାଜ୍ୟର ପ୍ରାର୍ଥୀଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ ଏହି ବଡ଼ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ପ୍ରଥମେ ନୋଟିଫିକେସନକୁ ଭଲ ଭାବେ ପଢ଼ି ଅନଲାଇନରେ ଆବେଦନ କରିବାକୁ ଅନୁରୋଧ । ଆସନ୍ତା ୬ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହେବା ସହ ଅକ୍ଟୋବର ମାସ ୫ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି ।

ନର୍ଥ ଜୋନରେ ୨୩୮୮ଟି, ସାଉଥ ଜୋନରେ ୯୮୯ଟି, ଇଷ୍ଟ ଜୋନରେ ୭୬୮ଟି, ୱେଷ୍ଟ ଜୋନରେ ୭୧୩ଟି, ନର୍ଥ-ଇଷ୍ଟ ଜୋନରେ ୧୮୫ଟି ପଦବୀ ରହିଛି । ଅନଲାଇନ୍ ଲିଖିତ ପରୀକ୍ଷା ଦିନ ଧାର୍ୟ୍ୟ ହୋଇ ନଥିବା ବେଳେ ଏହା ଆସନ୍ତା ବର୍ଷ ଜାନୁଆରୀରେ ହେବାର ସମ୍ଭାବନା ରହିଛି । ପ୍ରାର୍ଥୀମାନେ ପରୀକ୍ଷାର ୧୦ ଦିନ ପୂର୍ବରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଅନଲାଇନ ଆପ୍ଲାଏ ତାରିଖ: ୦୬.୦୯.୨୦୨୨ରେ ଉପଲବ୍ଧ ହେବ

ଡିଟେଲ୍ସ ନୋଟିଫିକେସନ: ୦୬.୦୯.୨୦୨୨ରେ ଉପଲବ୍ଧ ହେବ

ଏମ୍ପ୍ଲୟମେଣ୍ଟ ନ୍ୟୁଜ୍ ପେପର ନୋଟିଫିକେସନ: https://img.freejobalert.com/uploads/2022/09/Notification-FCI-Category-III-Non-Executive-Posts-1.pdf

ଅଫିସିଆଲ ୱେବସାଇଟ୍: https://fci.gov.in/

Get real time updates directly on you device, subscribe now.