ଭୁବନେଶ୍ୱର: ୮ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ । ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜାଙ୍କୁ ଧରିଲା ଭିଜିଲାନ୍ସ ।
ମନରେଗା ଅର୍ଥ ରିଲିଜ ପାଇଁ ଲାଞ୍ଚ ନେଲାବେଳେ ଧରାପଡ଼ିଲେ ସୁଚିସ୍ମିତା । ସରକାରୀ କ୍ୱାର୍ଟର୍ସରେ ଲାଞ୍ଚ ନେଲାବେଳେ ମାଡ଼ିବସିଲା ଭିଜିଲାନ୍ସ ।
ସହକାରୀ ଯନ୍ତ୍ରୀଙ୍କ ୩ଟି ଘରେ ଭିଜିଲାନ୍ସ ଟିମର ଚଢ଼ାଉ । ଭିଜିଲାନ୍ସ ଟିମ ପକ୍ଷରୁ ଚଢ଼ାଉ ଜାରି ରହିଛି ।