ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେହିପରି କ୍ୟାବିନେଟ ମନ୍ତ୍ରୀ ଭାବେ ସପଥ ନେଲେ ପ୍ରତାପ କେଶରୀ ଦେବ । ତାଙ୍କୁ ଶକ୍ତି, ଶିଳ୍ପ, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଦାୟିତ୍ୱ ମିଳିଛି । ସେ ୨୦୧୭ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୧୯ରେ ଆଳି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲ । ସେ କଳାରେ ସ୍ନାତକ ହାସଲ କରିଛନ୍ତି ।