Breaking: ଜଳିଗଲା ସୋ’ ରୁମ, ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହୀନି

କୁଚିଣ୍ଡା : କପଡ଼ା ଦୋକାନରେ ଲାଗିଗଲା ନାଆଁ । ସହର ଭିତରେ ଥିବା କପଡ଼ା ଶୋ’ରୁମରେ ଅଗ୍ନିକାଣ୍ଡ ।

ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତିି ଅଗ୍ନିଶମ କର୍ମଚାରୀ । ଦୋକାନରେ ନିଆ ଲାଗିବା କାରଣ ଅସ୍ପଷ୍ଟ ।

ନିଆଁ ଜୋରରେ ଜଳିବା ସହ ବହଳର ଧୂଆ ଦୋକାନରୁ ବାହାରୁଛି ।