fbpx

ବନ ବିଭାଗ କର୍ମଚାରୀଙ୍କୁ ଗୁଳିମାଡ଼, ୨ ଜଣ ଗୁରୁତର ଆହତ

ନୀଳଗିରି: ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼ ଖବର ସାମ୍ନାକୁ ଆସିଛି । କୁଲଡିହା ଅଭ୍ୟାରଣ୍ୟରେ ପେଟ୍ରୋଲିଂ ବେଳେ ଗୁଳିମାଡ଼ କରାଯାଇଛି । ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ ମୁହାଁମୁହିଁ ହୋଇଛନ୍ତି । ଗୁଳିମାଡ଼ରେ ଆହତ ଦୁଇ ଜଣଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.