ଯବାନଙ୍କୁ ବଡ଼ ସଫଳତା, ୫ ମାଓବାଦୀ ବଙ୍କର ଧ୍ୱଂସ କଲେ ସୁରକ୍ଷାକର୍ମୀ

ଜାମସେଦପୁର: ରାଉରକେଲା- ଝାଡଖଣ୍ଡ ସୀମାରେ ନକ୍ସଳ ବଙ୍କର ଧ୍ୱସ୍ତ କଲେ ଯବାନ ।

୫ଟି ନକ୍ସଲ ବଙ୍କରକୁ ଧ୍ୱଂସ କଲେ ସୁରକ୍ଷାକର୍ମୀ । କୁଳପାବୁରୁ ଜଙ୍ଗଲରେ ସର୍ଚ୍ଚ ଅପରେଶନ ବେଳେ ବଙ୍କର ଠାବ କରିଥିଲେ ଯବାନ ।

ସ୍ଥାନୀୟ ଅଞ୍ଚଳରେ ଯବାନଙ୍କ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ସର୍ଚ୍ଚ ଅପରେଶନ୍ ଜାରି ରହିଛି । ଏ ନେଇ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।