ଏକାଥରକେ ୩୦ ଗ୍ରାମ ପଞ୍ଚାୟତରେ ପଶିଲା ବନ୍ୟା ଜଳ, ଲୋକେ ହନ୍ତସନ୍ତ

ବାଲେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା । ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳ ଉଛୁଳି ଗାଁରେ ପଶିଲା ।

ପାଖାପାଖି ୩୦ ଗ୍ରାମ ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଥିବା ସୂଚନା ।

ପ୍ରଶାସନ ତରଫରୁ ଲୋକଙ୍କ ଉଦ୍ଧାର ଓ ରିଲିଫ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ।

ପୂର୍ବରୁ ବିପଦ ସଙ୍କେତ ପାଇଁ ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଦିଆଯାଇଛି ।