fbpx

ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଏହା ଫଳରେ ରାସ୍ତାରେ ଗାଡ଼ି ମଟର ସ୍ପଷ୍ଟ ଦୃଶ୍ୟମାନ ହେଉନାହିଁ । ଗାଡ଼ି ଚଳାଚଳରେ ବାଧାସୃଷ୍ଟି ହୋଇଛି । ରାସ୍ତାରେ ଗାଡି ମୋଟର ଲାଇଟ୍ ଲଗାଇ ଯାତୟାତ କରୁଛନ୍ତି ଯାତ୍ରୀ। ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଦୃଶ୍ୟମାନ ଦୂରତା ୧୦ରୁ ୧୫ ମିଟର ରହିଛି। ଫଳରେ ଯାନବାହାନ ଯାତାୟତରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି।

 

Get real time updates directly on you device, subscribe now.