BREKING: ଗଞ୍ଜେଇ ଲିଙ୍କ୍, ୩ ଆଇଆରବି ଯବାନ ବହିଷ୍କୃତ
ବହିଷ୍କୃତ ହେଲେ ୩ ଆଇଆରବି ଯବାନ। ୩ ଆଇଆରବି ଯବାନ ହେଲେ କୁନାର ସିଂ, ତ୍ରିଲୋଚନ ରାଣା, ନିଲମ ବାର୍ଲା।
ବଲାଙ୍ଗୀର: ଗଞ୍ଜେଇ ଲିଙ୍କ ମାମଲା। ବହିଷ୍କୃତ ହେଲେ ୩ ଆଇଆରବି ଯବାନ। ୩ ଆଇଆରବି ଯବାନ ହେଲେ କୁନାର ସିଂ, ତ୍ରିଲୋଚନ ରାଣା, ନିଲମ ବାର୍ଲା।
ମନମୁଣ୍ଡା କ୍ୟାମ୍ପରେ ରେଡ୍ ବେଳେ ଜବତ୍ କରାଯାଇଥିଲା ଗଞ୍ଜେଇ।
ବୌଦ୍ଧ ଏସପି ରେଡ୍ ବେଳେ ୧୫ କେଜି ଗଞ୍ଜେଇ ଜବତ କରାଯାଇଥିଲା।
ପୂର୍ବରୁ ୩ ଜଣ ଆଇଆରବି ଯବାନ ଗିରଫ ହେବା ସହ ନିଲମ୍ବିତ ମଧ୍ୟ ହୋଇଥିଲେ।