fbpx

Video: ଧନୁଯାତ୍ରା ପୂର୍ବରୁ ବରଗଡ଼ରେ ପ୍ରତିଷ୍ଠିତ ଶିଳ୍ପପତି ଗୌତମ ଆଦାନୀ, ଜାଣନ୍ତୁ କ’ଣ ରହିଛି କାରଣ

ଭୁବନେଶ୍ୱର: ବରଗଡ଼ ଗସ୍ତରେ ପ୍ରତିଷ୍ଠିତ ଶିଳ୍ପପତି ଗୌତମ ଆଦାନୀ। ଏସିସି ସିମେଣ୍ଟ ଫ୍ୟାକ୍ଟ୍ରି କିଣିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ। ସ୍ଵତନ୍ତ୍ର ଚାଟର ପ୍ଲେନ୍ ରେ ପଦମପୁର ସତିଭଟା ଏୟାର ଷ୍ଟ୍ରିପ ରେ ଅବତରଣ କରି ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପ୍ରଥମେ ବରଗଡ ସ୍ଥିତ ଦୁଂଗୁରି ପଥର ଖଣିକୁ ଆକାଶ ମାର୍ଗରେ ସର୍ଭେ କରି ୧୧.୧୫ ମିନିଟ୍ ସମୟରେ ଏ.ସି.ସି ଖେଳ ପଡ଼ିଆରେ ଓହ୍ଲାଇଥିଲେ। ଏହାପରେ ଏସିସି ପ୍ଲାଣ୍ଟକୁ ପରିଦର୍ଶନ କରିବା ସହିତ ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହାପରେ କୋଲାବିରା କୋଇଲା ଖଣିକୁ ଆକାଶ ମାର୍ଗରେ ସର୍ଭେ କରି ଆଜି ସନ୍ଧ୍ୟାରେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Get real time updates directly on you device, subscribe now.