fbpx

ହଷ୍ଟେଲରେ ରହୁଥିବା ଝିଅମାନେ କରନ୍ତି ଏପରି କାମ, ଯାହାକୁ ବିଶ୍ୱାସ କରନ୍ତି ନାହିଁ ଲୋକେ

ପଢିବା ପାଇଁ ହଷ୍ଟେଲରେ ରହୁଥିବା ଝିଅମାନଙ୍କର ସେଠାରେ ଏକ ଅଲଗା ଦୁନିଆ ହୋଇଥାଏ । ଯେଉଁଠାରେ ଝିଅମାନେ ବିଭିନ୍ନ ସହରରୁ ଆସି ଏକାଠି ରହିବା ସହିତ ଏକାଠି ଶେଇଥାନ୍ତି, ରୁମ୍ ସେୟାର କରନ୍ତି, ବାଥରୁମ୍ ସେୟାର କରନ୍ତି, ପୋଷାକ ସେୟାର କରନ୍ତି ଓ ସବୁଠାରୁ ଖାସ୍ କଥା ହେଉଛି ଯେ ସେମାନେ ପରସ୍ପର ସହିତ ସୁଖ-ଦୁଃଖ ସେୟାର କରନ୍ତି । ହଷ୍ଟେଲ ହେଉଛି ଏପରି ଏକ ସ୍ଥାନ, ଯେଉଁଠାରେ ଝିଅମାନେ ନୂଆ ସମ୍ପର୍କ ଗଢିଥାନ୍ତି । ତେବେ ଆସନ୍ତୁ ଜାଣିବା ହଷ୍ଟେଲରେ ସାଧାରଣତଃ କ’ଣ କରିବାକୁ ବେଶି ପସନ୍ଦ କରନ୍ତି, ଯାହାକୁ ଲୋକମାନେ ସହଜରେ ବିଶ୍ୱାସ କରିପାରନ୍ତି ନାହିଁ…

-ଖାଲି ସମୟ ପାଇଲେ ଝିଅମାନେ ମେକଅପ କରିବାକୁ ପସନ୍ଦ କରନ୍ତି । କୌଣସି ଜାଗାକୁ ବୁଲିବାକୁ ଯିବାକୁ ନୁହେଁ, ବରଂ ଫଟୋ ଉଠାଇବାକୁ ସେମାନେ ମେକଅପ୍ କରିଥାନ୍ତି ଓ ବିଭିନ୍ନ ଷ୍ଟାଇଲରେ ଫଟୋ ଉଠାଇ ମୋବାଇଲ ମେମୋରୀ ସାରିଥାନ୍ତି ।

–  ସାରା ରାତି ଚେଇଁକରି ଗୋଟିଏ ପରେ ଗୋଟିଏ ଫିଲ୍ମ ଦେଖିଥାନ୍ତି ।

– ରାତିସାରା ଜାଗ୍ରତ ରହି ପରସ୍ପରର ଅଫେୟର, ସମ୍ପର୍କ, କ୍ରସ୍, ଲଭ୍-ଲାଇଫ୍, ବାହାଘର, ହନିମୁନ୍ ଓ ସଉତୁଣୀ ବିଷୟରେ କଥା ହୋଇଥାନ୍ତି ।

– ବିଳମ୍ବିତ ରାତି ପର୍ଯ୍ୟନ୍ତ ସାନିଟାରୀ ପ୍ୟାଡର କ୍ୱାଲିଟି, ପିରିୟଡ୍ ତାରିଖ, ପିରିୟଡର ଦିନ ଓ ପିରିୟଡ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଆଲୋଚନା କରିଥାନ୍ତି ।

– ସାଙ୍ଗର ପ୍ରେମିକକୁ ଏକ ଅଜଣା ମୋବାଇଲରୁ ଫୋନ୍ କରି ତାର ପ୍ରତିକ୍ରିିୟା ଜାଣିବାକୁ ଚେଷ୍ଟା କରିଥାନ୍ତି  । ଏହା ସହ ଝିଅମାନେ ଯୋଗ, ବ୍ୟାୟାମ ଓ ଡାଏଟକୁ ନେଇ ଗମ୍ଭୀର ଭାବେ ଭାବିଥାନ୍ତି  ଓ ପରେ ସମସ୍ତ କାମକୁ ଏକା ସାଙ୍ଗରେ କରିଥାନ୍ତି ।

– ହଷ୍ଟେଲ ଝିଅମାନେ ୱାଡେନ୍ ଓ ଶତ୍ରୁଗ୍ୟାଙ୍ଗରୁ ଲୁଚି କରି ମଦ ପିଇବା, ସିଗାରେଟ୍ ଟାଣିଥାନ୍ତି  । ଧରା ପଡିଯିବା ପରେ ସାଙ୍ଗେ ସାଙ୍ଗେ କାନ ଧରିଥାନ୍ତି ଓ ପାଗଳ ପରି ନାଚିଥାନ୍ତି । ଏହିପରି ହଷ୍ଟେଲରେ ଝିଅମାନେ ସାଧାରଣତଃ ରହିଥାନ୍ତି ।

Get real time updates directly on you device, subscribe now.