fbpx

ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ କରି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ ପରେ ଲାଇନଚ୍ୟୁତ । କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା । କଟକ ଅଭିମୁଖେ ଯାଉଥିବା ବେଳେ ଲାଇନଚ୍ୟୁତ । ଭୁବନେଶ୍ୱର କଟକ ସବୁ ଟ୍ରେନ ଯାତାୟତ ଠପ । ଷ୍ଟେସନରେ ଯାତ୍ରୀ ହନ୍ତସନ୍ତ ।

Get real time updates directly on you device, subscribe now.