ଖଲ୍ଲିକୋଟ: ଖଲ୍ଲିକୋଟରେ ଘଟିଯାଇଛି ଅଭାବନୀୟ ଘଟଣା । ଜେଜେ ମା’କୁୂ ପିଟି ମାରିଦେଇଛି ନାତି ।
ପାରିବାରିକ କଳହକୁ କେନ୍ଦ୍ର କରି ନାତି ଏହି ହତ୍ୟାକାଣ୍ଡ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଚିତ୍ରସେନ ସ୍ୱାଇଁଁକୁ ଅଟକ ରଖିଛି କୋଦଳା ପୋଲିସ ।
ସ୍ୱତନ୍ତ୍ର ଟିମ୍ ଘଟଣାର ଯାଞ୍ଚ ଆରମ୍ଭ କରିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଯିବା ପାଇଁ ପୋଲିସ ପ୍ର୍ରକ୍ରିିୟା ଆରମ୍ଭ କରିଛି ।