fbpx

ସିଲ୍ ହେଲା ଗ୍ରୀନ ଚିଲ୍ଲି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରୀନ୍ ଚିଲ୍ଲିର ଖାଇବାକୁ ପସନ୍ଦ କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର । ୭ ଦିନ ପାଇଁ ସିଲ ହୋଇଛି ଗ୍ରୀନ ଚିଲ୍ଲି । ୭ ଦିନ ପାଇଁ ମାଷ୍ଟର କ୍ୟାଣ୍ଟିନ ନିକଟ ଗ୍ରୀନ ଚିଲ୍ଲୀ ସିଲ୍ ହୋଇଥିବା ସୂଚନା ମିଳିଛି ।

ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି ହେଉଥିବା ନେଇ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି ହେଉଥିବା ନେଇ ୭ ଦିନ ପାଇଁ ସିଲ ହୋଇଛି ଗ୍ରୀନ ଚିଲ୍ଲି ।

Get real time updates directly on you device, subscribe now.