fbpx
BJD SKY
BJD SKY

ରାଉରକେଲାରେ ବଡ ଧରଣର ଜିଏସ୍‌ଟି ଠକେଇ ନେଇ ଚଢ଼ଉ, ରେଡ ବେଳେ ସଂସ୍ଥା ମାଲିକ ଅନୁପସ୍ଥିତ

BJD

ରାଉରକେଲା, (ଭାସ୍କର ନ୍ୟୁଜ୍‌) :୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଜିଏସ୍‌ଟି ଠକେଇ ନେଇ କେନ୍ଦ୍ରୀୟ ଜିଏସ୍‌ଟି ପକ୍ଷରୁ ଚଢ଼ଉ କରାଯାଇଛି । ରାଉରକେଲାରେ ଥିବା ଟପ୍‌ ଟେକର ନାମକ ଏକ ସଂସ୍ଥା ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଜିଏସ୍‌ଟି ଠକେଇ ନେଇ ଅଭିଯୋଗ ଉଠିବା ପରେ ଏହି ଚଢ଼ଉ କରାଯାଇଥିବା ସୂଚନା ମିଳିଛି । ଟପ୍‌ ଟେକ୍‌ର କାର୍ଯ୍ୟାଳୟ ସମେତ କୁଆଁରମୁଣ୍ଡା ଓ କାଲୁଗାଁରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ତେବେ ଚଢ଼ାଉ ସମୟରେ ଟପ୍‌ ଟେକର ମାଲିକ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.