fbpx

ହାତରେ ବାସନ ଧୋଇଲେ ଶରୀରକୁ ଫାଇଦା, ଜାଣନ୍ତୁ କିପରି?

କରୋନା ସଙ୍କଟ ଯୋଗୁଁ ଲୋକମାନେ ଘରକାମ କରିବାରେ ଲାଗିଛନ୍ତି । କାମବାଲୀ ନଆସିବା କାରଣରୁ ମହିଳାମାନଙ୍କୁ ଘରର ସବୁ କାମ କରିବାକୁ ପଡୁଛି । କିନ୍ତୁ ଆପଣ ଜାଣନ୍ତି କି, ଏହି କାମକୁ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ? ତେବେ ଆସନ୍ତୁ ଜାଣିବା ଘରେ ବାସନ ମାଜିବାର କଣ ରହିଛି ସ୍ୱାସ୍ଥ୍ୟ ଉପରେ ଫାଇଦା..

-ହାତରେ ବାସନ ଧୋଇବା ଦ୍ୱାରା ଚାପ କମ୍ ହୋଇଥାଏ । କେବଳ ସେତି ନୁହେଁ, ଆପଣ ମନ ଲଗାଇ ବାସନ ଧୋଇବା ଦ୍ୱାରା ମନରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ଯାହାକି ମନ ସହ ଶରୀରକୁ ଲାଭଦାୟକ ।

– ବାସନକୁ ଧୋଇବା ଦ୍ୱାରା ଏଥିରୁ ହୋଇଥିବା ଆଲର୍ଜିରୁ ମଧ୍ୟ ମୁକ୍ତି ମିଳିଥାଏ । ଏକ୍ଜିମା ଓ ଆସ୍ଥମା ଭଳି ସମସସ୍ୟାକୁ ମଧ୍ୟ ଦୂରେଇ ହେବ ।

-ଯେଉଁ ମହିଳାମାନେ ଧୋଇବା ସମୟରେ ଗ୍ରୀସ ଛାଡିଥାନ୍ତି, ସେମାନଙ୍କ ସମ୍ପକରେ ସନ୍ତୁଷ୍ଟି କମ୍ ଓ ସଂଘର୍ଷ ଅଧିକ ରହିଥାଏ । ଏହା ସେମାନଙ୍କ ସେକ୍ସ ଜୀବ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଘର କାମ ଦମ୍ପତି ଏକତ୍ର କରିବା ଦ୍ୱାରା ଖୁସି ମିଳିଥାଏ ।

Get real time updates directly on you device, subscribe now.