fbpx

ଫେବ୍ରୁଆରି ୧୭ରେ ୧୧ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ।

ଭୁବନେଶ୍ୱର, ୧୩/୨ (ଓଡିଶା ଭାସ୍କର):  ଫେବ୍ରୁଆରି ୧୭ରେ ୧୧ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା କରାଯାଉଛି ।ଏଥିପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୧୧ ଟି ଜିଲ୍ଲା ହେଲା ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ବଲାଙ୍ଗିର, ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର ଏହି ଜିଲ୍ଲା ର ଲୋକମାନଙ୍କୁ ସତର୍କ ରହିବାକୁ ସଚେତନ କରିଛି ପାଣିପାଗ ବିଭାଗ।

Get real time updates directly on you device, subscribe now.