fbpx

ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଲୁଟୁଛନ୍ତି ସ୍ମାର୍ଟ ଏମବିଏ ଲୁଟେରା; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାଇବର ଠକେଇ ଦିନକୁକ ଦିନ ବଢି ଚାଲିଥିବା ବେଳେ ଆଉ ଜଣେ ସ୍ମାର୍ଟ ଲୁଟେରାକୁ କାବୁ କରିଛି କମିଶନରେଟ ପୋଲିସ୍ । ଏହି ସ୍ମାର୍ଟ ଲୁଟେରା ଜଣକ ଜଣେ ଏମବିଏ ଛାତ୍ର । ଏହି ପାଠ ପଢୁଆ ଚୋର ଜଣକ ବଡ ବଡ ସୁନା ଗହଣା ଦୋକାନକୁ ଟାର୍ଗେଟ କରିବା ସହିତ ଫୋନ ପେ ମାଧ୍ୟମରେ ଲୁଟ କରୁଥିଲେ । ଏହି ହାଇ ପ୍ରୋଫାଇଲ ଲୁଟେରାକୁ କମିଶନରେଟ ପୋଲିସ ପଶ୍ଚିମବଙ୍ଗରୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ନାମ ରାଜୀବ ପ୍ରଭାସ ବୋଲି ଜଣାପଡିଛି । କେବଳ ସ୍କ୍ରିନସଟ ଶେୟାର କରି କିଭଳି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ଦେଖନ୍ତୁ ଏହି ଭିଡିଓରେ ।

Get real time updates directly on you device, subscribe now.